അർത്ഥം : ଧର୍ମର ବିପରୀତ କର୍ମ ବା ଯେଉଁ କର୍ମ ଧର୍ମ ଅନୁସାରେ ହୋଇନାହିଁ
ഉദാഹരണം :
ଅଧର୍ମ କର୍ମରୁ ଦୂରେଇ ରୁହ
പര്യായപദങ്ങൾ : ଅଧର୍ମ କର୍ମ, ଦୁଷ୍କର୍ମ, ପାପାଚାର
അർത്ഥം : ନୀତି ବିରୋଧ ହେଉଥିବା କାର୍ଯ୍ୟ
ഉദാഹരണം :
ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
പര്യായപദങ്ങൾ : ଅକର୍ମ, ଅନୈତିକ କର୍ମ, ଅପକର୍ମ, ଦୁଷ୍କର୍ମ, ମନ୍ଦକର୍ମ
മറ്റ് ഭാഷകളിലേക്കുള്ള വിവർത്തനം :