അർത്ഥം : ଆଗରେ ଏବଂ ପଛରେ କୌଣସି ଭାବ ବା ଅବସ୍ଥା
ഉദാഹരണം :
ଏହି କାମ କରିବା ଲାଗି ସେହି ଦିଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଛି
പര്യായപദങ്ങൾ : ଠେଲାପେଲା, ବାକବିତଣ୍ଡା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଠୋର ବା କର୍କଶ ଶୁଭୁଥିବା ଉଚ୍ଚଶବ୍ଦ
ഉദാഹരണം :
ତୁମମାନଙ୍କ ପାଟିତୁଣ୍ଡରେ ପୁରା ମହଲା ଅସ୍ଥିର ହୋଇଗଲା
പര്യായപദങ്ങൾ : ଘୋହଲା, ହଲାପଟ୍ଟା
മറ്റ് ഭാഷകളിലേക്കുള്ള വിവർത്തനം :
कई लोगों के एक साथ ऊँची आवाज़ में बोलने या चिल्लाने आदि से उत्पन्न भ्रांतिपूर्ण स्थिति।
इस शोरगुल में काम करना मुश्किल है।അർത്ഥം : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
ഉദാഹരണം :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
പര്യായപദങ്ങൾ : ଉଚ୍ଚବାଚ, କଳି, ଝଗଡ଼ା, ତର୍କବିତର୍କ, ଯୁକ୍ତିତର୍କ, ହଟ୍ଟଗୋଳ
മറ്റ് ഭാഷകളിലേക്കുള്ള വിവർത്തനം :
Witty language used to convey insults or scorn.
He used sarcasm to upset his opponent.