അർത്ഥം : ମୁଣ୍ଡରେ ଗୁଡ଼େଇହୋଇ ବନ୍ଧା ହୋଇଥିବା ଲମ୍ବା ଲୁଗା
ഉദാഹരണം :
ସେ ଖରାରେ କାମ କରିବା ସମୟରେ ମୁଣ୍ଡରେ ଠେକା ଭିଡ଼େ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବର୍ଷା,ବାୟୁର ଶୁଷ୍କତା ଓ ଆର୍ଦ୍ରତା ତଥା ପ୍ରବାହ ଆଦି ଦୃଷ୍ଟିକୋଣରୁ କୌଣସି ସ୍ଥାନର ବାତାବରଣ ବିଭିନ୍ନ ସମୟରେ ପରିବର୍ତ୍ତନ ହେବାର ଅବସ୍ଥା
ഉദാഹരണം :
ଆଜିର ପାଗ ଅତ୍ୟନ୍ତ ଆନନ୍ଦଦାୟକ
പര്യായപദങ്ങൾ : ପାଣିପାଗ
മറ്റ് ഭാഷകളിലേക്കുള്ള വിവർത്തനം :