അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯଜ୍ଞର ପାଉଁଶ ଯାହାକୁ ଶିବଭକ୍ତ ମୁଣ୍ଡରେ ଲଗାନ୍ତି ଏବଂ ଶରୀରରେ ବୋଳିଥାନ୍ତି
ഉദാഹരണം : ସାଧୁବାବା ଭସ୍ମ ଲଗେଇ ସାଧନାରେ ମଗ୍ନ ଅଛନ୍ତି
പര്യായപദങ്ങൾ : ଭସ୍ମ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
अग्निहोत्र की राख जिसे शिव भक्त माथे पर लगाते और शरीर पर मलते हैं।
അർത്ഥം : କୌଣସି ଜିନିଷ ପୂରାପୂରି ଜଳିଗଲାପରେ ତାହାର ବଳକା ଅଂଶ
ഉദാഹരണം : ଗାଁରେ କିଛି ଲୋକ ପାଉଁଶରେ ବାସନ ମାଜନ୍ତି
പര്യായപദങ്ങൾ : ଅଙ୍ଗାର, ଭଷ୍ମ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
किसी चीज़ के बिल्कुल जल जाने पर उसका बचा हुआ अंश।
The residue that remains when something is burned.
അർത്ഥം : କୁମ୍ଭାରଙ୍କର ଗୋଟିଏ ଉପକରଣ
ഉദാഹരണം : କୁମ୍ଭାର ଚକି ପାଖରେ ପାଉଁଶ ରଖିଦେଲା
कुम्हारों का एक उपकरण।
ഇൻസ്റ്റാൾ ചെയ്യുക