അർത്ഥം : ପ୍ରତିଯୋଗିତା, ପରୀକ୍ଷା ଆଦିରେ କୌଣସି ମୂଲ୍ୟାଙ୍କନ, ସ୍ଥାନ ଆଦି ପ୍ରାପ୍ତ ହେବା
ഉദാഹരണം :
ଏହି ଖେଳରେ ମୋତେ ପ୍ରଥମ ସ୍ଥାନ ମିଳିଲା
പര്യായപദങ്ങൾ : ପ୍ରାପ୍ତହେବା, ମିଳିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी प्रतियोगिता, परीक्षा आदि में कोई मूल्यांकन, स्थान आदि प्राप्त होना।
इस खेल में मुझे पहला स्थान मिला।അർത്ഥം : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
ഉദാഹരണം :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
പര്യായപദങ്ങൾ : ପ୍ରାପ୍ତହେବା, ମିଳିବା, ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.അർത്ഥം : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
ഉദാഹരണം :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
പര്യായപദങ്ങൾ : ଆସିବା, କରଗତ କରିବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।അർത്ഥം : ମିଳିଯିବା
ഉദാഹരണം :
ଏହି କାମ କରି ମୁଁ ଅଧିକ ପ୍ରସନ୍ନତା ପାଇଲି
പര്യായപദങ്ങൾ : ପ୍ରାପ୍ତ କରିବା, ମିଳିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
ഉദാഹരണം :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
പര്യായപദങ്ങൾ : ଗ୍ରହଣ କରିବା, ନେବା, ପ୍ରାପ୍ତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।അർത്ഥം : ନିଜ ଅଧିକାର ଭୁକ୍ତ କରିବା
ഉദാഹരണം :
ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ
പര്യായപദങ്ങൾ : ପ୍ରାପ୍ତି କରିବା, ଲାଭ କରିବା, ହାସଲ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରାପ୍ତହେବା
ഉദാഹരണം :
ମୋତେ ଅନେକ ଧନ ମିଳିଲା ତାର ହଜିଯାଇଥିବା ଜିନିଷ ମିଳିଲା ନା ନାହିଁ?
പര്യായപദങ്ങൾ : ମିଳିବା
അർത്ഥം : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
ഉദാഹരണം :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
പര്യായപദങ്ങൾ : କରିବା, ଦେବା, ପ୍ରାପ୍ତକରିବା, ହାସଲ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।അർത്ഥം : ତୁଳନା କରି ପାରିବା
ഉദാഹരണം :
ତୁମେ ତୁମ ବଡ଼ ଭାଇଙ୍କ ପାଣ୍ଡିତ୍ୟର କେବେ ପ୍ରାପ୍ତ କରିପାରିବ ନାହିଁ
പര്യായപദങ്ങൾ : ପ୍ରାପ୍ତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :