അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଚାରି ଛଟାଙ୍କି ଓଜନର ବଟକରା
ഉദാഹരണം : ଦୋକାନୀ ଚା ପତି ଓଜନ କରିବାପାଇଁ ପାଆ ଖୋଜୁଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
चार छटाक की तौल का बटखरा।
അർത്ഥം : କୌଣସି ବସ୍ତୁ ଆଦିର ଏକ ଚତୁର୍ଥାଂଶ ଭାଗ ବା ଅଂଶ
ഉദാഹരണം : ଏହାର ଓଜନ ଏକ ପାଆ ହେବ
പര്യായപദങ്ങൾ : ପା
അർത്ഥം : ଏକ ସେରର ଚାରିଭାଗରୁ ଏକ ଭାଗ ସହିତ ସମାନ ଏକ ମାପ ବା ଓଜନ
ഉദാഹരണം : ଚାରି ଛଟାଙ୍କି ଏକ ପାଆ ସହିତ ସମାନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
एक तौल जो एक सेर के चौथाई के बराबर होती है।
A quarter of a hundredweight (25 pounds).
അർത്ഥം : ପାଆଭର୍ତ୍ତି ମାପ ନିମନ୍ତେ ବାସନ ବା ବଟକରା
ഉദാഹരണം : ଗଉଡ଼ ପାଆକିଆରେ ଦୁଧ ମାପୁଛି
പര്യായപദങ്ങൾ : ପାଆକିଆ
पाव भर माप का बर्तन या बटखरा।
ഇൻസ്റ്റാൾ ചെയ്യുക