അർത്ഥം : କୌଣସି ବସ୍ତୁ ବା ବ୍ୟକ୍ତିଙ୍କୁ ଜଗାରଖା ବା ରକ୍ଷା କରିବା ନିମନ୍ତେ ଅଥବା ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଚାଲିଗଲାବେଳେ ଅଟକାଇବା ପାଇଁ ପହରାଦାରଙ୍କୁ ନିଯୁକ୍ତ କରିବାର କ୍ରିୟା
ഉദാഹരണം :
ପହରାଦାର ତତ୍ପରତା ସହିତ ପହରା ଦେଉଛି
പര്യായപദങ്ങൾ : ଚୌକୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୁରକ୍ଷାପ୍ରଦାନକରିବାପାଇଁ ପ୍ରହରୀ, ପୋଲିସ ଆଦିଙ୍କଦ୍ବାରା ରାତିରେ କରାଯାଉଥିବା ଭ୍ରମଣ
ഉദാഹരണം :
ରାତିରେ ପହରା ସମୟରେ କନେଷ୍ଟବଳ ଜଣେ ଚୋରକୁ ଧରିଲା
മറ്റ് ഭാഷകളിലേക്കുള്ള വിവർത്തനം :
रक्षकों, पुलिस आदि के द्वारा रक्षा की दृष्टि से रात को किया जानेवाला गश्त।
रात को तिलावा करते समय कोतवाल ने एक चोर को पकड़ा।The activity of going around or through an area at regular intervals for security purposes.
patrolഅർത്ഥം : ପହରାଦେବା କାମ
ഉദാഹരണം :
ଚୌକିଦାରୀ ସମୟରେ ସତର୍କ ରହିବା ଉଚିତ
പര്യായപദങ്ങൾ : ଚୌକିଦାରୀ
മറ്റ് ഭാഷകളിലേക്കുള്ള വിവർത്തനം :
The duty of serving as a sentry.
He was on guard that night.