അർത്ഥം : ଅନୁଭବ କରାଇବା
ഉദാഹരണം :
ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
പര്യായപദങ്ങൾ : ଅନୁଭବ କରାଇବା, ଦେଖାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ
ഉദാഹരണം :
ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଷୟରେ କାହାକୁ ବରାବର କରିଦେବା
ഉദാഹരണം :
ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି
പര്യായപദങ്ങൾ : ପହଞ୍ଚେଇବା
മറ്റ് ഭാഷകളിലേക്കുള്ള വിവർത്തനം :
Cause to come into a particular state or condition.
Long hard years of on the job training had brought them to their competence.അർത്ഥം : ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ
ഉദാഹരണം :
ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି
പര്യായപദങ്ങൾ : ଛାଡ଼ିକି ଆସିବା
മറ്റ് ഭാഷകളിലേക്കുള്ള വിവർത്തനം :