അർത്ഥം : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା
ഉദാഹരണം :
ଗୋଟିଏ ଚୋର ଅଗଣାରେ ପଶିଛି
പര്യായപദങ്ങൾ : ଅନୁପ୍ରବେଶ କରିବା, ପଶିଯିବା, ପ୍ରବେଶ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହଠାତ୍ ମଝିରେ ଆସି ପଡ଼ିବା
ഉദാഹരണം :
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
പര്യായപദങ്ങൾ : ପଡ଼ିବା, ମୁଣ୍ଡପୁରେଇବା, ହସ୍ତକ୍ଷେପ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
अनावश्यक रूप से बीच में बोलना या हस्तक्षेप करना।
बाप बेटे की लड़ाई में तुम टाँग मत अड़ाओ।അർത്ഥം : କୌଣସି ନିଶ୍ଚିତ ସୀମା, ସ୍ଥାନଆଦି ଭିତରେ ଆସିବା
ഉദാഹരണം :
ସାପ ବିଲ ଭିତରେ ପଶିଗଲା
പര്യായപദങ്ങൾ : ଢୁକିବା
അർത്ഥം : ଭିତରକୁ ଯିବା
ഉദാഹരണം :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
പര്യായപദങ്ങൾ : ଆସିବା, ଉପସ୍ଥିତ ହେବା, ପ୍ରବେଶ କରିବା, ଭିତରକୁ ଆସିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।