അർത്ഥം : ଆଖିର ଉପର ଚମଡ଼ାର ପରଦା ଯାହା ପଡ଼ିଲେ ତାହା ବନ୍ଦ ହୋଇଯାଏ
ഉദാഹരണം :
ଛୁଆ ବାରମ୍ବାର ଆଖିପତା ଖୋଲୁଥିଲା ଏବଂ ବନ୍ଦ କରୁଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାଳ ବା ସମୟର ସବୁଠାରୁ ଛୋଟ ମାପ
ഉദാഹരണം :
ଏକ କ୍ଷଣ ଏକ ମୁହୂର୍ତ୍ତର ଚାରିଭାଗ ସହ ସମାନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଥରେ ଆଖି ପଲକ ପକେଇବାପାଇଁ ଯେତିକି ସମୟ ଲାଗେ ସେତିକି
ഉദാഹരണം :
କ୍ଷଣେ ଆରାମ କରି ଆଗକୁ ବଢ଼ିବା
പര്യായപദങ്ങൾ : କ୍ଷଣେ, ମୁହୂର୍ତ୍ତମାତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
A very short time (as the time it takes the eye to blink or the heart to beat).
If I had the chance I'd do it in a flash.