അർത്ഥം : ଦଶନାମୀ ସଂନ୍ୟାସୀଙ୍କମଧ୍ୟରୁ ଗୋଟିଏ
ഉദാഹരണം :
ପର୍ବତ ସଂନ୍ୟାସୀ ଜ୍ୟୋତିର୍ମଠରେ ରହୁଥିଲେ
പര്യായപദങ്ങൾ : ପର୍ବତ ସଂନ୍ୟାସୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଣେ ଗନ୍ଧର୍ବ
ഉദാഹരണം :
ମହାଭାରତରେ ପର୍ବତଙ୍କ ବର୍ଣ୍ଣନା ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ
ഉദാഹരണം :
ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
പര്യായപദങ്ങൾ : ଅଚଳ, ଗିରି, ପାହାଡ଼, ଭୁଧର, ମହୀଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର
മറ്റ് ഭാഷകളിലേക്കുള്ള വിവർത്തനം :
भूमि का बहुत ऊँचा, ऊबड़-खाबड़ और प्रायः पथरीला प्राकृतिक भाग।
हिमालय पर्वत भारत के उत्तर में है।