അർത്ഥം : ପରଖିବା ବା ଜାଞ୍ଚ କରିବାର କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ଆମେ ସୁନାଗହଣାର ଶୁଦ୍ଧତା ବଣିଆଦ୍ୱାରା ପରୀକ୍ଷା କରାଉ
പര്യായപദങ്ങൾ : ଜାଞ୍ଚ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନ୍ୟ କାହାଦ୍ୱାରା ମୂଲ୍ୟାୟନ କରାଇବା
ഉദാഹരണം :
ଯନ୍ତ୍ରଣାରେ ପୀଡ଼ିତ ଜେଜେମା ତାଙ୍କ ଆଣ୍ଠୁ ପରୀକ୍ଷା କରେଇଲେ
പര്യായപദങ്ങൾ : ଯାଞ୍ଚ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରିକୁ ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ କରିବା ନିମନ୍ତେ ତାର ଯୋଗ୍ୟତା ବା ଜ୍ଞାନକୁ ପରଖିବାପାଇଁ ତାକୁ ପ୍ରଶ୍ନ ପଚାରିବା
ഉദാഹരണം :
ଅଧ୍ୟାପକ ଗଣିତ ପରୀକ୍ଷା କରାଉଛନ୍ତି
പര്യായപദങ്ങൾ : ପରୀକ୍ଷା ନେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी की योग्यता या ज्ञान को परखने के लिए उससे प्रश्न पूछना जिसके आधार पर उसको उत्तीर्ण या अनुत्तीर्ण किया जा सके।
अध्यापक गणित की परीक्षा ले रहे हैं।അർത്ഥം : କୌଣସି ପରୀକ୍ଷଣଦେଇ ଗତିକରିବା
ഉദാഹരണം :
ଆପଣ ପ୍ରଥମେ କୌଣସି ଭଲ ଚିକିତ୍ସକଙ୍କଦ୍ୱାରା ଭଲଭାବେ ଆପଣଙ୍କ ପରୀକ୍ଷା କରାନ୍ତୁ
പര്യായപദങ്ങൾ : ଟେଷ୍ଟ କରାଇବା, ଯାଞ୍ଚ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
* किसी परीक्षण से गुजरना।
पहले आप किसी अच्छे चिकित्सक से अच्छी तरह से अपना परीक्षण कराइए।