അർത്ഥം : ଯେଉଁ ତଥ୍ୟ ସଂଗ୍ରହରୁ ଫଳାଫଳ ପ୍ରକାଶ ପାଇଥାଏ
ഉദാഹരണം :
ଏହି ପରିସଂଖ୍ୟାନରୁ ବିଗତ ଦଶକରେ ହୋଇଥିବା ଜନସଂଖ୍ୟା ବୃଦ୍ଧିର କାରଣ ଦର୍ଶାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଷୟର ସଂଖ୍ୟାଗୁଡ଼ିକୁ ଏକତ୍ର କରି ତାର ଆଧାରରେ କିଛି ସିଦ୍ଧାନ୍ତ ସ୍ଥିର କରିବା ବା ନିଷ୍କର୍ଷ ବାହାର କରିବା ବିଦ୍ୟା
ഉദാഹരണം :
ସତୀଶକୁ ଅର୍ଥଶାସ୍ତ୍ରର ପରିସଂଖ୍ୟାନ ବହୁତ କଷ୍ଟ ଲାଗୁଛି
മറ്റ് ഭാഷകളിലേക്കുള്ള വിവർത്തനം :
किसी विषय की संख्याएँ आदि एकत्र करके उनके आधार पर कुछ सिद्धांत स्थिर करने या निष्कर्ष निकालने की विद्या।
सतीश को अर्थशास्त्र का सांख्यिकी बहुत कठिन लगता है।A branch of applied mathematics concerned with the collection and interpretation of quantitative data and the use of probability theory to estimate population parameters.
statistics