അർത്ഥം : ଯେଉଁ ସମିତି ନିକଟରେ ନିରୀକ୍ଷଣାତ୍ମକ ବା ପର୍ଯ୍ୟବେକ୍ଷିତ ଶକ୍ତି ଥାଏ
ഉദാഹരണം :
ପରିଷଦର ନିର୍ଣ୍ଣୟ ସର୍ବମାନ୍ୟ ହେବ
പര്യായപദങ്ങൾ : ବୋର୍ଡ଼
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିର୍ବାଚିତ କିମ୍ବା ନିଯୁକ୍ତ ସଦସ୍ୟମାନଙ୍କର ସଭା
ഉദാഹരണം :
ପରିଷଦରେ ସମସ୍ତ ନିର୍ବାଚିତ ସଦସ୍ୟ ଉପସ୍ଥିତ ନ ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
ഉദാഹരണം :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
പര്യായപദങ്ങൾ : ପ୍ରତିଷ୍ଠାନ, ସଂଗଠନ, ସଂସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକଙ୍କ ସଭା ଯାହା ବିଚାର -ବିମର୍ଷପାଇଁ ହୋଇଥାଏ
ഉദാഹരണം :
ପରିଷଦରେ ବିଭିର୍ନ୍ନ ଦାବି ଉପରେ ବିଚାର-ବିମର୍ଷ ହେଲା
പര്യായപദങ്ങൾ : କାଉନସିଲ
മറ്റ് ഭാഷകളിലേക്കുള്ള വിവർത്തനം :