അർത്ഥം : କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା
ഉദാഹരണം :
ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି
പര്യായപദങ്ങൾ : ପରିସ୍ଥିତି, ବାତାବରଣ
മറ്റ് ഭാഷകളിലേക്കുള്ള വിവർത്തനം :
The state of the environment in which a situation exists.
You can't do that in a university setting.അർത്ഥം : ଆଖପାଖ ବାତାବରଣ
ഉദാഹരണം :
ବିଦ୍ୟାଳୟରେ ଆଜିକାଲି ଛାତ୍ରଛାତ୍ରୀମାନଙ୍କୁ ପରିବେଶ ବିଷୟରେ ଶିକ୍ଷା ଦିଆଯାଉଛି
പര്യായപദങ്ങൾ : ପର୍ଯ୍ୟାବରଣ
മറ്റ് ഭാഷകളിലേക്കുള്ള വിവർത്തനം :
The totality of surrounding conditions.
He longed for the comfortable environment of his living room.