അർത്ഥം : ସେହି ଭିନ୍ନତା ବା ପରିବର୍ତ୍ତନ ଯାହା ସାଧାରଣ ଜୀବନଯାପନ ଅପେକ୍ଷା କିଛି ଅଲଗା ଆନନ୍ଦ ଦିଏ
ഉദാഹരണം :
ସେ ପରିବର୍ତ୍ତନପାଇଁ ବର୍ଷକୁ ଥରେ କିଛି ଦିନ ନିମନ୍ତେ ପାହାଡ଼ିଆ ଅଞ୍ଚଳରେ ବାସ କରେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା
ഉദാഹരണം :
ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ
പര്യായപദങ്ങൾ : ଅଦଳ ବଦଳ, ପୁନର୍ବଦଳ, ବଦଳ
മറ്റ് ഭാഷകളിലേക്കുള്ള വിവർത്തനം :
The act of changing one thing for another thing.
Adam was promised immortality in exchange for his disobedience.അർത്ഥം : ବଦଳିବାର କ୍ରିୟା ବା ଭାବ
ഉദാഹരണം :
ପରିବର୍ତ୍ତନ ସଂସାରର ନିୟମ
പര്യായപദങ്ങൾ : ବଦଳିବା
മറ്റ് ഭാഷകളിലേക്കുള്ള വിവർത്തനം :
An event that occurs when something passes from one state or phase to another.
The change was intended to increase sales.അർത്ഥം : (ଖଗୋଳବିଜ୍ଞାନ) ମଧ୍ୟମାନ ଗତିର ବ୍ୟତିକ୍ରମ ବା କୌଣସି ଗ୍ରହ ବା ଉପଗ୍ରହ କକ୍ଷରେ ବିଚଳନ କରିବା
ഉദാഹരണം :
ଚନ୍ଦ୍ରମାଙ୍କ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପୃଥିବୀ ଉପରେ ପଡ଼େ
മറ്റ് ഭാഷകളിലേക്കുള്ള വിവർത്തനം :
(खगोल-विज्ञान) मध्यमान गति का व्यतिक्रम या किसी ग्रह या उपग्रह का कक्ष से विचलन।
चंद्रमा के परिवर्तन का सीधा प्रभाव धरती पर पड़ता है।(astronomy) any perturbation of the mean motion or orbit of a planet or satellite (especially a perturbation of the earth's moon).
variationഅർത്ഥം : ଭୁଲ୍, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍ କାମ କରିବାର କ୍ରିୟା
ഉദാഹരണം :
ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
പര്യായപദങ്ങൾ : ତ୍ରୁଟିଶୂନ୍ୟ, ସଂଶୋଧନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
ഉദാഹരണം :
ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି
പര്യായപദങ്ങൾ : ପରିବର୍ତ୍ତନ ଆଣିବା, ପରିବର୍ତ୍ତନ ହେବା, ବଦଳିଯିବା, ବଦଳେଇବା
മറ്റ് ഭാഷകളിലേക്കുള്ള വിവർത്തനം :
एक रूप से दूसरे रूप में आना।
इस घटना के बाद से उसके जीवन में बहुत परिवर्तन आया है।