അർത്ഥം : ପାଦରେ କରାଯାଉଥିବା ଆଘାତ କିମ୍ବା ପ୍ରହାର
ഉദാഹരണം :
ଚୋର ପୋଲିସର ପଦାଘାତରେ ଆହତ ହୋଇ ପଡ଼ିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖାଲିପାଦର ଅଗ୍ରଭାଗ ବା ପିନ୍ଧିଥିବା ଜୋତାର ଅଗ୍ରଭାଗରେ କୌଣସି ବସ୍ତୁ ବା ବ୍ୟକ୍ତିକୁ ଆଘାତ କରିବା
ഉദാഹരണം :
ଟିଟିଆଇ ଟ୍ରେନର ଚଟାଣରେ ଶୋଇଥିବା ଯାତ୍ରୀମାନଙ୍କୁ ଗୋଇଠା ମାରି ଉଠାଇଲା
പര്യായപദങ്ങൾ : ଗୋଇଠା
മറ്റ് ഭാഷകളിലേക്കുള്ള വിവർത്തനം :
नंगे पैर के अगले भाग अथवा पहने हुए जूते की नोक या पंजे से किसी वस्तु या व्यक्ति पर किया जानेवाला आघात।
टीटीआई ने ट्रेन की फर्श पर सो रहे यात्री को ठोकर मारकर जगाया।