അർത്ഥം : ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
ഉദാഹരണം :
ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ
പര്യായപദങ്ങൾ : ଅଧଃପତନ, ଅବନତି, ପଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
उन्नत अवस्था, वैभव, ऊँचे पद, मर्यादा आदि से गिरकर बहुत नीचे स्तर पर आने की क्रिया।
दुर्गुण मनुष्य को पतन की ओर ले जाता है।A condition inferior to an earlier condition. A gradual falling off from a better state.
declination, declineഅർത്ഥം : ଯୁଦ୍ଧ ସମୟରେ କିଲ୍ଲା,ନଗରଆଦି ନିଜ ହାତରୁ ବାହାରିଯାଇ ଅନ୍ୟ ହାତକୁ ଯିବାର କ୍ରିୟା
ഉദാഹരണം :
ମୋଗଲମାନଙ୍କ ଆକ୍ରମଣ ସଙ୍ଗେସଙ୍ଗେ ହିଁ କେତେକ ଭାରତୀୟ ରାଜାଙ୍କ ପତନ ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା କମ ହୋଇଯାଉଛି ବା ତଳକୁ ଖସି ଯାଉଛି
ഉദാഹരണം :
ସେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କର ଅବନତିରେ ମୁଁ ବିଚଳିତ ହେଲି
മറ്റ് ഭാഷകളിലേക്കുള്ള വിവർത്തനം :
जो कम हो रहा हो या नीचे जा रहा हो।
उन दोनों के बीच घटते अपनेपन से मैं विचलित हुआ।Becoming less or smaller.
decreasing