അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଏକ ପ୍ରକାର ରେଶମୀ ଲୁଗା
ഉദാഹരണം : ସେ ଦୋକାନରୁ ଦୁଇ ମିଟର ପଟୋଲୀ କିଣିଲା
പര്യായപദങ്ങൾ : ପଟୋଲା, ପଟୋଲା ସିଲ୍କ୍
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
एक प्रकार का रेशमी कपड़ा।
അർത്ഥം : ଯେଉଁ ଶାଢ଼ୀରେ ରେଶମର ସୂଚୀ କାମ କରା ଯାଇଛି
ഉദാഹരണം : ଶ୍ୟାମା ପଟୋଲୀ ଶାଢ଼ୀ ପିନ୍ଧିଛି
പര്യായപദങ്ങൾ : ପଟୋଲା, ପଟୋଲା ଶାଢ଼ୀ, ପଟୋଲୀ ଶାଢ଼ୀ
एक प्रकार की साड़ी जिस पर रेशम से कढ़ाई की गई होती है।
അർത്ഥം : ଯେଉଁ ପ୍ରକାର ଧୋତିର ଧଡ଼ି ରେଶମୀ ହୋଇଥାଏ
ഉദാഹരണം : ଜେଜେବାପା ଲୁଗା ଦୋକାନରୁ ଏକ ଯୋଡ଼ା ପଟୋଲୀ କିଣିଲେ
പര്യായപദങ്ങൾ : ପଟୋରୀ, ପଟୋଲା
एक प्रकार की धोती जिसके किनारे रेशमी होते हैं।
ഇൻസ്റ്റാൾ ചെയ്യുക