അർത്ഥം : ଜୋତାର ସମ୍ମୁଖ ଅଂଶ ଯେଉଁଠି ଆଙ୍ଗୁଠିଗୁଡ଼ିକ ଢାଙ୍କି ହୋଇରହିଥାଏ
ഉദാഹരണം :
ଏହି ଜୋତାର ପଞ୍ଝା ଫାଟି ଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଶୁପକ୍ଷୀଆଦିଙ୍କ ହାତ ବା ପାଦର ଅଙ୍ଗୁଳି ସମୂହ
ഉദാഹരണം :
ବାଘଟି ଠେକୁଆକୁ ପଞ୍ଝାରେ ଧରିନେଲା
മറ്റ് ഭാഷകളിലേക്കുള്ള വിവർത്തനം :
Sharp curved horny process on the toe of a bird or some mammals or reptiles.
clawഅർത്ഥം : ପଶୁଗୁଡ଼ିକର ପଲ
ഉദാഹരണം :
ଜଙ୍ଗଲରେ ଗୋରୁପଲ ଚରୁଛନ୍ତି
പര്യായപദങ്ങൾ : ଗୋଠ, ପଲ, ପେଣ୍ଡା
മറ്റ് ഭാഷകളിലേക്കുള്ള വിവർത്തനം :
चौपायों का झुंड।
जंगल में गायों की रास चर रही है।A group of animals.
animal groupഅർത്ഥം : ହାତ ମୁଠାର ଉପର ଭାଗ
ഉദാഹരണം :
ତାର ପାପୁଲି ମେଶିନରେ କଟି ଗଲା
പര്യായപദങ്ങൾ : ପାପୁଲି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହାତ ବା ଗୋଡର ସେହି ଅଲଗା ଅଙ୍ଗ ଯେଉଁଥିରେ ହାତର ବା ପାଦର ପାଞ୍ଚଟି ଅଙ୍ଗୁଳି ରହିଥାଏ
ഉദാഹരണം :
ତାର ପଞ୍ଝାର ଚମଡା ଅଲଗା ହୋଇଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
हाथ या पैर का वह अगला भाग जिसमें हथेली या तलवा और पाँचों उँगलियाँ होती हैं।
उसके पंजे की चमड़ी उधड़ रही है।