അർത്ഥം : ପଞ୍ଜାବର ନିବାସୀ
ഉദാഹരണം :
କେତେଜଣ ପଞ୍ଜାବୀ ଏହି ସଂସ୍ଥାର ସଦସ୍ୟ
പര്യായപദങ്ങൾ : ପଞ୍ଜାବବାସୀ
മറ്റ് ഭാഷകളിലേക്കുള്ള വിവർത്തനം :
पंजाब का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
कई पंजाबी भी इस संस्था के सदस्य हैं।അർത്ഥം : ଭାରତର ପଞ୍ଜାବ ରାଜ୍ୟର ଭାଷା
ഉദാഹരണം :
ଏହି ବହି ପଞ୍ଜାବୀରେ ଲେଖାଯାଇଛି
പര്യായപദങ്ങൾ : ପଞ୍ଜାବୀ ଭାଷା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ମାତୃଭାଷା ପଞ୍ଜାବୀ
ഉദാഹരണം :
ମୋର ପଞ୍ଜାବୀ ସାଙ୍ଗ ନିୟମିତ ଭାବେ ଗୁରୁଗ୍ରନ୍ଥସାହିବ ଅଧ୍ୟୟନ କରୁଛି
പര്യായപദങ്ങൾ : ପଂଜାବୀ
അർത്ഥം : ପଞ୍ଜାବ ସମ୍ବନ୍ଧୀୟ
ഉദാഹരണം :
ସରଦାର ପଞ୍ଜାବୀ ବେଶ ପୋଷାକ ପିନ୍ଧିଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
पंजाब का या वहाँ के निवासी, भाषा, संस्कृति इत्यादि से संबंधित।
सरदारजी पंजाबी वेश-भूषा पहने हुए थे।അർത്ഥം : ପଞ୍ଜାବରେ ରହିବା ବ୍ୟକ୍ତି
ഉദാഹരണം :
ସବୁ ପଞ୍ଜାବୀ ବନ୍ଧୁମାନଙ୍କୁ ମୋର ପ୍ରାର୍ଥନା ଯେ ସେମାନେ ଶାନ୍ତି ରକ୍ଷାକରିବାରେ ସହଯୋଗ ଦିଅନ୍ତୁ
അർത്ഥം : ପଞ୍ଜାବୀ ଭାଷା ସହିତ ସଂବନ୍ଧିତ ବା ପଞ୍ଜାବୀ ଭାଷାର
ഉദാഹരണം :
ଗୁରୂମୁଖୀ ନ ଜାଣିବା କାରଣରୁ ମୁଁ ପଞ୍ଜାବୀ ରଚନାଗୁଡ଼ିକୁ ପଢିପାରିଲିନାହିଁ
പര്യായപദങ്ങൾ : ପଂଜାବୀ