അർത്ഥം : ଅପରାଧ ଘଟିଥିବା ସ୍ଥାନରେ କୌଣସି ପୁଲିସ ଅଧିକାରୀଙ୍କ ଦ୍ବାରା ପ୍ରମାଣ ତଥା ଯାଞ୍ଚ କରାଯିବାର ପ୍ରଥମ ଦସ୍ତାବିଜ
ഉദാഹരണം :
ପଞ୍ଚନାମାରେ କମସେକମ ଦୁଇ ଜଣ ଯାଞ୍ଚ ଅଧିକାରୀ ଏବଂ ଦୁଇ ଜଣ ସାକ୍ଷୀଙ୍କ ହସ୍ତାକ୍ଷର ରହିବା ଜରୁରୀ
പര്യായപദങ്ങൾ : ପଂଚନାମା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ କାଗଜରେ ପଞ୍ଚାୟତର ସଦସ୍ୟମାନେ ନିଜର ନିର୍ଣ୍ଣୟ ଲେଖନ୍ତି
ഉദാഹരണം :
ସମସ୍ତ ପଞ୍ଚାୟତର ସଦସ୍ୟ ପଞ୍ଚନାମାରେ ହସ୍ତାକ୍ଷର କଲେ
പര്യായപദങ്ങൾ : ପଞ୍ଚାୟତପତ୍ର
മറ്റ് ഭാഷകളിലേക്കുള്ള വിവർത്തനം :