അർത്ഥം : ଝଗଡା କରୁଥିବା ବା ମକଦ୍ଦମା ଲଢୁଥିବା ଦଳ ବା ପକ୍ଷମାନଙ୍କ ମଧ୍ୟରୁ ପ୍ରତ୍ୟେକ
ഉദാഹരണം :
ସେ ବି ସେହି ମକଦ୍ଦମାରେ ପକ୍ଷ ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
झगड़ा करने या मुकदमा लड़ने वाले दलों या पक्षों में से प्रत्येक।
ये भी उस मुकदमे में एक पक्षकार थे।അർത്ഥം : କୌଣସି ବିଷୟରେ ଦୁଇ ବା ଅଧିକ ପରସ୍ପର ବିରୋଧୀ ତତ୍ତ୍ୱ, ସିଦ୍ଧାନ୍ତ ଅଥବା ଦଳରୁ କୌଣସି ଗୋଟିଏ
ഉദാഹരണം :
ଆପଣ କେଉଁ ପକ୍ଷରେ ଅଛନ୍ତି?
മറ്റ് ഭാഷകളിലേക്കുള്ള വിവർത്തനം :
किसी विषय के दो या अधिक परस्पर विरोधी तत्वों, सिद्धांतों अथवा दलों में से कोई एक।
आप किस पक्ष में हैं?An aspect of something (as contrasted with some other implied aspect).
He was on the heavy side.അർത്ഥം : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
ഉദാഹരണം :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
ഉദാഹരണം :
ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
പര്യായപദങ്ങൾ : ଦିଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
ഉദാഹരണം :
ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
A movable organ for flying (one of a pair).
wingഅർത്ഥം : ଯେଉଁ କଥାକୁ କେହି ପ୍ରମାଣ କରିବାକୁ ଚାହେଁ ବା ଯାହାର ଆଉ କାହା ସହିତ ବିରୋଧ ହୁଏ ବା ହୋଇପାରେ
ഉദാഹരണം :
ଆପଣ ପ୍ରଥମେ ଆପଣଙ୍କର ପକ୍ଷ ଜଜଙ୍କ ସାମ୍ନାରେ ରଖନ୍ତୁ
മറ്റ് ഭാഷകളിലേക്കുള്ള വിവർത്തനം :
वह बात जिसे कोई सिद्ध करना चाहता हो तथा जिसका किसी ओर से विरोध होता या हो सकता हो।
आप पहले अपना पक्ष जज के सामने रखिए।അർത്ഥം : ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ
ഉദാഹരണം :
ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା
പര്യായപദങ്ങൾ : ପଖ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥା, କାମ ଆଦିର ସମର୍ଥନ
ഉദാഹരണം :
ମୁଁ ଏହି କାମକରିବାର ପକ୍ଷରେ ନୁହେଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
ഉദാഹരണം :
ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
പര്യായപദങ്ങൾ : ଦିଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
ഉദാഹരണം :
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
പര്യായപദങ്ങൾ : ପାର୍ଟି
മറ്റ് ഭാഷകളിലേക്കുള്ള വിവർത്തനം :