അർത്ഥം : ଗୋଟିଏ ବୈଦିକ ଛନ୍ଦ
ഉദാഹരണം :
ପଂକ୍ତିରେ ଚାଳିସଟି ବର୍ଣ୍ଣ ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କବିତା ବା ଗୀତରେ ଥିବା ଚରଣ ବା ପଦ
ഉദാഹരണം :
ସୀତା ସ୍ୱଲିଖିତ କବିତାର ଗୋଟିଏ ପଂକ୍ତି ଶୁଣାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
ഉദാഹരണം :
ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଷ୍ଠା ବା କୌଣସି ବସ୍ତୁର ପର୍ଦ୍ଦାଆଦି ଉପରେ ସିଧାରେ ଲେଖାହୋଇଥିବା ଲେଖା
ഉദാഹരണം :
ଉଦାହରଣ ନିମନ୍ତେ ଆପଣ ପଞ୍ଚମ ପଂକ୍ତି ଦେଖନ୍ତୁ
മറ്റ് ഭാഷകളിലേക്കുള്ള വിവർത്തനം :
Text consisting of a row of words written across a page or computer screen.
The letter consisted of three short lines.അർത്ഥം : ଗୋଟିଏ ବର୍ଣ୍ଣବୃତ୍ତ
ഉദാഹരണം :
ପଂକ୍ତିରେ ପ୍ରତ୍ୟେକ ପାଦରେ ଗୋଟିଏ ଭଗଣ ଏବଂ ଶେଷରେ ଦୁଇଟି ଗୁରୁ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :