അർത്ഥം : ଯେଉଁ ତାରା ନିଜର କିଛି ପଦାର୍ଥକୁ ମେଘ ରୂପରେ ଉତ୍ସର୍ଗୀକୃତ କରେ ଏବଂ ସେହି କାରଣରୁ ଆହୁରି ଉଜ୍ୱଳ ହୁଏ
ഉദാഹരണം :
ଆକାଶବିଜ୍ଞାନୀ ଜଣକ ଆକାଶରେ ଦେଖା ଯାଉଥିବା ଗୋଟିଏ ନବତାରାର ଗତିବିଧି ଅଧ୍ୟୟନ କରୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
A star that ejects some of its material in the form of a cloud and becomes more luminous in the process.
nova