അർത്ഥം : କାହାରିଠୁ କିଛି ନେବାର କ୍ରିୟା
ഉദാഹരണം :
ମୁଖ୍ୟ ଅତିଥିଙ୍କଠାରୁ ରେଖା ପୁରସ୍କାର ଗ୍ରହଣ କଲା
പര്യായപദങ്ങൾ : ଗ୍ରହଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାଠାରୁ କୌଣସି ବସ୍ତୁ ଜବରଦସ୍ତ ନେବା
ഉദാഹരണം :
ଡକାୟତମାନେ ଯାତ୍ରୀମାନଙ୍କର ସବୁ ଜିନିଷ ଛଡ଼ାଇ ନେଲେ
പര്യായപദങ്ങൾ : ଅପହରଣ କରିନେବା, ଲୁଟି ନେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
ഉദാഹരണം :
ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି ଆମେ ସେଠାକୁ ଯିବାପାଇଁ ଗୋଟିଏ ରିକ୍ସା ନେଲୁ
പര്യായപദങ്ങൾ : ଧରିବା
മറ്റ് ഭാഷകളിലേക്കുള്ള വിവർത്തനം :
Travel or go by means of a certain kind of transportation, or a certain route.
He takes the bus to work.അർത്ഥം : ଉଦାହରଣ ରୂପରେ ନେବା
ഉദാഹരണം :
ରାମକୁ ଦେଖ,ସେ କେତେ ସରଳଭାବେ ରହୁଛି
പര്യായപദങ്ങൾ : ଦେଖିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
ഉദാഹരണം :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
പര്യായപദങ്ങൾ : ଗ୍ରହଣ କରିବା, ପାଇବା, ପ୍ରାପ୍ତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।അർത്ഥം : ମୋଟରେ ଋଣର ପରିମାଣ ବା କାହାକୁ ଋଣ ବା ପରିଶୋଧ ଦେବା ନିଶ୍ଚିତ କରିବା
ഉദാഹരണം :
ମହାଜନ ହଜାରେ ଟଙ୍କା ସୁଧ କଷିଲା
പര്യായപദങ്ങൾ : କଷିବା, ବାହାରକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାଛିକି ନେବା
ഉദാഹരണം :
ମାଆଙ୍କ ଚାରୋଟି ଶାଢ଼ୀରୁ ଶୀଲା ଗୋଟିଏ ନେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
ഉദാഹരണം :
ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
പര്യായപദങ്ങൾ : ଗ୍ରହଣ କରିବା, ଧାରଣ କରିବା, ଯାପନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
ഉദാഹരണം :
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
പര്യായപദങ്ങൾ : ଗ୍ରହଣ କରିବା, ସ୍ୱୀକାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।