അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ଏବେ ତିଆରି ହୋଇଛି, ପ୍ରସ୍ତୁତ ହୋଇଛି ବା ବିଦିତ ହୋଇଛି
ഉദാഹരണം : ଏବେ ଆମେ ଆପଣଙ୍କୁ ନବୀନତମ ଉପଲବ୍ଧି ସମ୍ପର୍କରେ ଅବଗତ କରାଇବୁ
പര്യായപദങ്ങൾ : ତାଜା, ନବୀନତମ, ନୂଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो अभी बना, निकला, प्रस्तुत या विदित हुआ हो।
അർത്ഥം : ବର୍ତ୍ତମାନ ଯାହା ଲେଖାଯାଇଛି
ഉദാഹരണം : ଶିକ୍ଷକଙ୍କ ନୂଆ କବିତା ଖୁବ ରୋଚକ
പര്യായപദങ്ങൾ : ନବରଚିତ, ନବ୍ୟ, ନୂଆ, ନୂଆଲେଖା
जिसकी रचना अभी-अभी की गई हो।
അർത്ഥം : ଯାହା କିଛି ଦିନ ପୂର୍ବେ ତିଆରି ହୋଇଛି, ବାହାରିଛି ବା ପ୍ରସ୍ତୁତ ହୋଇଛି
ഉദാഹരണം : ବୈଜ୍ଞାନିକ କ୍ଷେତ୍ରରେ ରୋବୋଟ୍ର ନିର୍ମାଣ ନୂଆ
പര്യായപദങ്ങൾ : ଅଭିନବ, ନବ, ନବୀନ, ନୂଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जिसे बने, निकले या प्रस्तुत हुए थोड़े ही दिन हुए हों।
Original and of a kind not seen before.
അർത്ഥം : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ
ഉദാഹരണം : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି
പര്യായപദങ്ങൾ : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଜିକାଲି, ଆଧୁନିକ, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ବର୍ତ୍ତମାନ, ସାମ୍ପ୍ରତିକ
जिस पर इस समय की बातों या विशेषताओं की पूरी छाप हो।
ഇൻസ്റ്റാൾ ചെയ്യുക