അർത്ഥം : ନଳଙ୍କ ସହିତ ମିଶି ସାଗର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
ഉദാഹരണം :
ନଳ ଏବଂ ନୀଳ ଯେଉଁ ପଥରକୁ ସ୍ପର୍ଶ କରିଦେଉଥିଲେ, ତାହା ପାଣି ଉପରେ ଭାସୁଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
राम की सेना का एक वानर जिसने नल के साथ सागर पर सेतु-निर्माण किया था।
नल और नील जिस पत्थर को स्पर्श कर देते, वह पानी पर तैरने लगता।An imaginary being of myth or fable.
mythical beingഅർത്ഥം : ଶହେ ଖର୍ବର ସଂଖ୍ୟା
ഉദാഹരണം :
ଆଜିକାଲିର ପିଲାଙ୍କୁ ନୀଳ ଆଦି ବିଷୟରେ ପଢ଼ାଯାଉନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
सौ खरब की संख्या।
आजकल के बच्चों को नील आदि के बारे में पढ़ाया नहीं जाता है।അർത്ഥം : ନୀଳ ରଙ୍ଗର କନା
ഉദാഹരണം :
ତାକୁ ନୀଳ ରଙ୍ଗର ଶେରୱାନୀ ଭଲ ମାନୁଛି
പര്യായപദങ്ങൾ : ନୀଳରଙ୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଙ୍କଗୁଡ଼ିକର ସ୍ଥାନ ଗଣତିରେ ଏକକ ସ୍ଥାନରୁ ଗଣିଲେ ଚତୁର୍ଦ୍ଦଶ ସ୍ଥାନ ଯେଉଁଠି ନୀଳ ଗୁଣିତ ହେବାଭଳି ବୋଧ ହୁଏ
ഉദാഹരണം :
ଚାରି ନୀଳ ପାଞ୍ଚରେ ନୀଳ ସ୍ଥାନରେ ଚାରି ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
अंकों के स्थानों की गिनती में इकाई की ओर से गिनने पर चौदहवाँ स्थान जिसमें नील गुणित का बोध होता है।
चार नील पाँच में चार नील के स्थान पर है।അർത്ഥം : ରାଜା ଅଜମୀଢଙ୍କ ଜଣେ ପୁତ୍ର
ഉദാഹരണം :
ନୀଳନୀଙ୍କ ଗର୍ଭରୁ ନୀଳ ଜନ୍ମ ହୋଇଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଏକ ନାଗ
ഉദാഹരണം :
ନୀଳଙ୍କ ବର୍ଣ୍ଣନା ପୁରାଣରେ ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଯେଉଁ ଗଛରୁ ନୀଳ ମିଳେ
ഉദാഹരണം :
ଏଠାରେ ନୀଳ କ୍ଷେତ ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
Deciduous subshrub of southeastern Asia having pinnate leaves and clusters of red or purple flowers. A source of indigo dye.
indigo, indigo plant, indigofera tinctoriaഅർത്ഥം : ଏକ ବର୍ଣ୍ଣବୃତ୍ତ
ഉദാഹരണം :
ନୀଳର ପ୍ରତ୍ୟେକ ଚରଣରେ ଷୋହଳଟି ବର୍ଣ୍ଣ ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶହେ ଖର୍ବ
ഉദാഹരണം :
ଆକାଶରେ ପ୍ରାୟ ଏକ ନୀଳରୁ ଅଧିକ ତାରା ରହିଛି
മറ്റ് ഭാഷകളിലേക്കുള്ള വിവർത്തനം :