അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ରୋଚକ ନୁହେଁ
ഉദാഹരണം : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
പര്യായപദങ്ങൾ : ଅରୁଚିକର, ଅରୋଚକ, ରସହୀନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो रोचक न हो।
അർത്ഥം : ଯେଉଁଥିରେ କିଛି ସ୍ୱାଦ ନାହିଁ
ഉദാഹരണം : ଆଜିକାର ଖାଦ୍ୟ ସ୍ୱାଦହୀନ
പര്യായപദങ്ങൾ : ଅନାସ୍ୱାଦ, ଅସ୍ୱାଦିଷ୍ଟ, ଅସ୍ୱାଦୁ, ସ୍ୱାଦହୀନ, ସ୍ୱାଦୁହୀନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जिसमें कोई स्वाद न हो।
Lacking taste or flavor or tang.
അർത്ഥം : ଯେଉଁଥିରେ ରସ ନାହିଁ
ഉദാഹരണം : ଶୁଖିଲା ଫଳ ରସହୀନ ହୋଇଥାଏ
പര്യായപദങ്ങൾ : ବେରସ, ରସହୀନ, ଶୁଖିଲା, ଶୁଷ୍କ
जिसमें रस न हो।
Lacking juice.
അർത്ഥം : ଯେଉଁଥିରେ କିଛି ବି ସାର ନ ଥାଏ
ഉദാഹരണം : ଆମକୁ ସାରହୀନ ଜିନିଷଗୁଡ଼ିକ ତ୍ୟାଗ କରିବା ଉଚିତ
പര്യായപദങ്ങൾ : ନିଃସାର, ସାରହୀନ
जिसमें कुछ भी सार या गूदा न हो।
ഇൻസ്റ്റാൾ ചെയ്യുക