അർത്ഥം : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
ഉദാഹരണം :
ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
പര്യായപദങ്ങൾ : କଠୋରତା, କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନୃଶଂସତା, ହୃଦୟହୀନତା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶୀଳ, ସଙ୍କୋଚ ଆଦିର ବିଚାରରେ ଦିଆଯାଉଥିବା ଧ୍ୟାନ
ഉദാഹരണം :
କାମ ବିଗିଡି ଯିବାରୁ ସେ ଦୟାହୀନ ଭାବ ଛାଡି ସମସ୍ତଙ୍କୁ ବାହାର କରିଦେଲା
പര്യായപദങ്ങൾ : କଠୋର ଆଚରଣ, ଦୟାହୀନ ଭାବ, ନିର୍ଦୟତା
മറ്റ് ഭാഷകളിലേക്കുള്ള വിവർത്തനം :
Paying particular notice (as to children or helpless people).
His attentiveness to her wishes.