അർത്ഥം : ଯେଉଁ ଧାରଣା ବା ଜ୍ଞାନ ଦ୍ୱାରା ମନରେ କିଛି ଭ୍ରମ ବା ଦ୍ୱିଧା ରହେ ନାହିଁ
ഉദാഹരണം :
ଈଶ୍ୱରଙ୍କ ଅସ୍ତିତ୍ୱ ନିର୍ଣ୍ଣୟ କରିବା ବଡ କଷ୍ଟକର କଥା
പര്യായപദങ്ങൾ : ନିର୍ଣ୍ଣୟ, ନିର୍ଦ୍ଧାରଣ
മറ്റ് ഭാഷകളിലേക്കുള്ള വിവർത്തനം :
A position or opinion or judgment reached after consideration.
A decision unfavorable to the opposition.അർത്ഥം : ଉଚିତ କିମ୍ବା ଅନୁଚିତ ଇତ୍ୟାଦିକୁ ବିଚାରକରି ଏହା ନିର୍ଣ୍ଣୟ କରିବା କ୍ରିୟା ଯେ ଏହା ଠିକ ଅଥବା ଏଭଳି ହେବା ଉଚିତ
ഉദാഹരണം :
ସେ ଘରୁ ଅଲଗା ରହିବାପାଇଁ ନିର୍ଣ୍ଣୟ ନେଲା
പര്യായപദങ്ങൾ : ଅବଧାରଣ, ଅବସ୍ଥାପନ, ନିର୍ଣ୍ଣୟ
മറ്റ് ഭാഷകളിലേക്കുള്ള വിവർത്തനം :
The act of making up your mind about something.
The burden of decision was his.അർത്ഥം : ନିଶ୍ଚିତ ଭାବରେ
ഉദാഹരണം :
ଏହି କାମ ଆଜି ଅବଶ୍ୟ ହେବା ଉଚିତ
മറ്റ് ഭാഷകളിലേക്കുള്ള വിവർത്തനം :
Definitely or positively (`sure' is sometimes used informally for `surely').
The results are surely encouraging.