അർത്ഥം : ଯାହାର କିଛି ଚିନ୍ତା ନାହିଁ
ഉദാഹരണം :
ଯେ ପର୍ଯ୍ୟନ୍ତ ଝିଅର ବାହାଘର ହୋଇଯାଇନାହିଁ ସେପର୍ଯନ୍ତ ମା’ ବାପା ନିଶ୍ଚିତ ହୋଇପାରନ୍ତି ନାହିଁ
പര്യായപദങ്ങൾ : ଅଚିନ୍ତା, ଚିନ୍ତାମୁକ୍ତ, ଚିନ୍ତାରହିତ, ଚିନ୍ତାହୀନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ
ഉദാഹരണം :
ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ
പര്യായപദങ്ങൾ : ଅଟଳ, ଅନିବାର୍ଯ୍ୟ, ଅବଶ୍ୟମ୍ଭାବୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାକୁ ନେବା, ରଖିବା ବା ମାନିବା ଏକାନ୍ତ ଆବଶ୍ୟକ
ഉദാഹരണം :
ପଞ୍ଚମ ପ୍ରଶ୍ନଟି ଅନିର୍ବାଯ୍ୟ
പര്യായപദങ്ങൾ : ଅନିର୍ବାଯ୍ୟ, ଆବଶ୍ୟକ
മറ്റ് ഭാഷകളിലേക്കുള്ള വിവർത്തനം :
Required by rule.
In most schools physical education is compulsory.അർത്ഥം : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ
ഉദാഹരണം :
ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି
പര്യായപദങ്ങൾ : ଅବଧାରିତ, ଠିକ୍, ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ
മറ്റ് ഭാഷകളിലേക്കുള്ള വിവർത്തനം :
Characterized by certainty or security.
A tiny but assured income.