അർത്ഥം : ସ୍ମୃତିପାଇଁ ଦିଆଯାଇଥିବା ବା ରଖାଯାଇଥିବା ବସ୍ତୁ
ഉദാഹരണം :
ଏହି ଘର ଆମ ପୁର୍ବପୁରୁଷଙ୍କ ସ୍ମୃତିଚିହ୍ନ
പര്യായപദങ്ങൾ : ସ୍ମାରକ, ସ୍ମୃତିଚିହ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
स्मृति बनाए रखने के लिए दी या रखी हुई वस्तु।
यह घर हमारे पुरखों की निशानी है।അർത്ഥം : ନିଜେ ନିଜେ ତିଆରି ହୋଇଥିବା ବା କୌଣସି ଜିନିଷର ସମ୍ପର୍କ ସଙ୍ଘର୍ଷ ବା ଚାପିବାଦ୍ୱାରା ପଡ଼ିଥିବା ଚିହ୍ନ
ഉദാഹരണം :
ମରୁଭୂମିରେ ସ୍ଥାନେସ୍ଥାନେ ଓଟର ପାଦ ଚିହ୍ନ ପଡ଼ିଥିବା ଦେଖାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
A concavity in a surface produced by pressing.
He left the impression of his fingers in the soft mud.അർത്ഥം : ଦେଖାଯାଉଥିବା ବା ବୁଝିହେଉଥିବା ଏଭଳି ଲକ୍ଷଣ, ଯାହାଦ୍ୱାରା କୌଣସି ଜିନିଷ ଚିହ୍ନିହୁଏ ବା କୌଣସି କଥାର କିଛି ପ୍ରମାଣ ମିଳେ
ഉദാഹരണം :
ରେଡ୍କ୍ରସ ଚିକିତ୍ସା କ୍ଷେତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଚିହ୍ନ ଅର୍ଜୁନ ଉପଲକ୍ଷକୁ ଦେଖି ଲକ୍ଷଭେଦନ କରିଥିଲେ ମେଘ ହେବାର କୌଣସି ଚିହ୍ନ ନାହିଁ
പര്യായപദങ്ങൾ : ଉପଲକ୍ଷ, ଚିହ୍ନ, ପ୍ରତୀକ, ଲକ୍ଷଣ, ସଙ୍କେତ
മറ്റ് ഭാഷകളിലേക്കുള്ള വിവർത്തനം :
दिखाई देने या समझ में आने वाला ऐसा लक्षण, जिससे कोई चीज़ पहचानी जा सके या किसी बात का कुछ प्रमाण मिले।
रेडक्रास चिकित्सा क्षेत्र का एक महत्वपूर्ण चिह्न है।അർത്ഥം : ରାଜାମାନଙ୍କ ସବାରି ଆଗରେ ବାଜୁଥିବା ଡିଣ୍ଡିମ
ഉദാഹരണം :
ଆଗ କାଳରେ ରାଜାଙ୍କ ସବାରି ଆଗରେ ତାଙ୍କ ସେବକଗଣ ନିଶାଣ ବଜାଇ ଚାଲୁଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
राजाओं की सवारी के आगे बजनेवाला डंका।
पुराने समय में राजा की सवारी के आगे उनके सेवक गण निशान बजाते हुए चलते थे।