അർത്ഥം : ଯାହାପାଇଁ କିମ୍ବା ଯାହା ବିଷୟରେ ପ୍ରସ୍ତାବ ହୋଇଥିବା
ഉദാഹരണം :
ଆଜିର ପ୍ରସ୍ତାବିତ ବିଷୟ ସାକ୍ଷରତା ଉପରେ ଆଧାରିତ
പര്യായപദങ്ങൾ : ପ୍ରସ୍ତାବିତ
മറ്റ് ഭാഷകളിലേക്കുള്ള വിവർത്തനം :
जिसके लिए या जिसके विषय में प्रस्ताव किया गया हो।
आज का प्रस्तावित विषय साक्षरता पर आधारित है।അർത്ഥം : ଯାହା ନିର୍ଦ୍ଧାରଣ କରାଯାଇ ଥାଏ
ഉദാഹരണം :
ମୁଁ ନିର୍ଦ୍ଧାରିତ ସମୟରେ ଆସି ପହଞ୍ଚିବି
പര്യായപദങ്ങൾ : ନିରୂପିତ, ନିର୍ଣ୍ଣୀତ, ସିଦ୍ଧାନ୍ତକୃତ, ସ୍ଥିରୀକୃତ
മറ്റ് ഭാഷകളിലേക്കുള്ള വിവർത്തനം :
Planned or scheduled for some certain time or times.
The scheduled meeting.അർത്ഥം : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ
ഉദാഹരണം :
ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି
പര്യായപദങ്ങൾ : ଅବଧାରିତ, ଠିକ୍, ନିର୍ଦ୍ଦିଷ୍ଟ, ନିଶ୍ଚିତ
മറ്റ് ഭാഷകളിലേക്കുള്ള വിവർത്തനം :
Characterized by certainty or security.
A tiny but assured income.