അർത്ഥം : ଯେକୌଣସି ବସ୍ତୁ ବାହାରକୁ ବାହାରୁଥିବାର ମାର୍ଗ
ഉദാഹരണം :
ନିର୍ଗମନ ନଳା ସଫା କରିବା ଉଚିତ
പര്യായപദങ്ങൾ : ନିର୍ଗମନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ
ഉദാഹരണം :
ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି
പര്യായപദങ്ങൾ : ନିର୍ଗମନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଭବନ,ପ୍ରାସାଦ ଆଦିର ବାହାରକୁ ବାହାରିଥିବା ଭାଗ
ഉദാഹരണം :
ବାରଣ୍ଡା ଏକ ପ୍ରକାରର ନିଷ୍କାଶ
പര്യായപദങ്ങൾ : ନିଷ୍କାଶ, ବହିର୍ଗମନ ପଥ
മറ്റ് ഭാഷകളിലേക്കുള്ള വിവർത്തനം :
Any structure that branches out from a central support.
projectionഅർത്ഥം : କୌଣସି ସ୍ଥାନରୁ ବା ଦେଶରୁ ବହୁତ ଅଧିକ ପରିମାଣରେ ବିଶେଷକରି ଧନ ଆଦି ବାହାରକୁ ଯାଉଥିବାର କାମ
ഉദാഹരണം :
ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ
പര്യായപദങ്ങൾ : ନିର୍ଗମନ
മറ്റ് ഭാഷകളിലേക്കുള്ള വിവർത്തനം :