അർത്ഥം : କୌଣସି କାମରେ ସମ୍ମିଳିତ ହେବାପାଇଁ କାହାକୁ ଆଦର ପୂର୍ବକ କହିବା କିମ୍ବା ଡକାଇବାର କ୍ରିୟା
ഉദാഹരണം :
ଶୀଲାର ନିମନ୍ତ୍ରଣ ରକ୍ଷାକରି ମୁଁ ଏହି କାମରେ ଭାଗ ନେଲି
പര്യായപദങ്ങൾ : ଅଭିମନ୍ତ୍ରଣ
മറ്റ് ഭാഷകളിലേക്കുള്ള വിവർത്തനം :
A request (spoken or written) to participate or be present or take part in something.
An invitation to lunch.അർത്ഥം : ଶୁଭ ଇତ୍ୟାଦି କାମରେ ସମ୍ମିଳିତ ହେବାପାଇଁ ବନ୍ଧୁବାନ୍ଧବଆଦିଙ୍କୁ ନିଜ ପାଖକୁ ଡକାଇବା କ୍ରିୟା
ഉദാഹരണം :
ଆଜି ମୋ ବନ୍ଧୁଙ୍କଠାରୁ ନିମନ୍ତ୍ରଣ ଆସିଛି
പര്യായപദങ്ങൾ : ଆମନ୍ତ୍ରଣ
മറ്റ് ഭാഷകളിലേക്കുള്ള വിവർത്തനം :
A request (spoken or written) to participate or be present or take part in something.
An invitation to lunch.