അർത്ഥം : ନିନ୍ଦା କରିବାବାଲା ବା ଅନ୍ୟର ଦୋଷ ଆଲୋଚନା କରିବା ବ୍ୟକ୍ତି
ഉദാഹരണം :
କବୀର ନିନ୍ଦୁକମାନଙ୍କୁ ପାଖରେ ରଖିବାପାଇଁ ଉପଦେଶ ଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି
ഉദാഹരണം :
ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା
പര്യായപദങ്ങൾ : ଆରୋପକାରୀ, କୁତ୍ସାକାରୀ, ନିନ୍ଦାକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ଅନ୍ୟର ନିନ୍ଦା କରିଚାଲେ
ഉദാഹരണം :
ନିନ୍ଦୁକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ଆନ୍ୟର ନିନ୍ଦା କରିନଥାଏ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନାହିଁ
പര്യായപദങ്ങൾ : ଅପବାଦୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବଦନାମ କରୁଥିବା
ഉദാഹരണം :
ନିନ୍ଦୁକ ବ୍ୟକ୍ତିଠାରୁ ଦୂରେଇ ରହିବା ଭଲ
പര്യായപദങ്ങൾ : ଅପବାଦକାରୀ, କୁତ୍ସାକାରୀ, ନିନ୍ଦାକାରୀ
മറ്റ് ഭാഷകളിലേക്കുള്ള വിവർത്തനം :