അർത്ഥം : ଯାହାକୁ ଶୋଇବା ସମୟରେ ମଧ୍ୟ ନିଦ ଆସେନାହିଁ
ഉദാഹരണം :
ଉନ୍ନିଦ୍ର ବ୍ୟକ୍ତି ରାତିସାରା ଖଟ ଉପରେ କଡ଼ ବଦଳାଉଥାଏ
പര്യായപദങ്ങൾ : ଉନ୍ନିଦ୍ର, ନିଦ୍ରା ରହିତ
മറ്റ് ഭാഷകളിലേക്കുള്ള വിവർത്തനം :
जिसे सोने के समय भी नींद न आती हो।
उन्निद्र व्यक्ति रातभर चारपाई पर करवटें बदलता रहा।അർത്ഥം : ଯାହାକୁ ନିଦ ଆସୁନି
ഉദാഹരണം :
ନିଦ୍ରାହୀନ ବ୍ୟକ୍ତିକୁ ପ୍ରତିଦିନ ଶୋଇବାପାଇଁ ଔଷଧ ଖାଇବାକୁ ପଡ଼େ
പര്യായപദങ്ങൾ : ନିଦ୍ରାବିହୀନ, ନିଦ୍ରାରହିତ
മറ്റ് ഭാഷകളിലേക്കുള്ള വിവർത്തനം :
जिसे निद्रा न आवे।
अनिद्र व्यक्ति को रोज सोने के लिए दवा खानी पड़ती है।