അർത്ഥം : ନିକଟ ହେବାର ଅବସ୍ଥା ବା ଭାବ
ഉദാഹരണം :
ସ୍ଥାନର ନିକଟତା ବେଳେବେଳେ ମନରେ ମଧ୍ୟ ନିକଟତା ସୃଷ୍ଟି କରେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରି ଖୁବ ନିକଟରେ ହେବା ଅବସ୍ଥା ବା ଭାବ
ഉദാഹരണം :
ସେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଘନିଷ୍ଠତା ଅଛି
പര്യായപദങ്ങൾ : ଅତି ନିକଟତା, ଅତିଆତ୍ମୀୟତା, ଅନ୍ତରଙ୍ଗତା, ଘନିଷ୍ଠତା, ସନ୍ନିଧି, ସାନିଧ୍ୟତା
മറ്റ് ഭാഷകളിലേക്കുള്ള വിവർത്തനം :