അർത്ഥം : ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
ഉദാഹരണം :
ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
പര്യായപദങ്ങൾ : ଡେଙ୍ଗୁରା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଡୁଗ୍ଡୁଗୀ ଭଳି ଗୋଟିଏ ବଡ଼ ଥାପ ବାଦ୍ୟ
ഉദാഹരണം :
ନାଗରା ଶବ୍ଦ ଶୁଣିଲା ମାତ୍ରେ ପିଲାମାନେ ଏକତ୍ରିତ ହୋଇଗଲେ
പര്യായപദങ്ങൾ : ଦୁନ୍ଦୁଭି, ପଣବାନକ
മറ്റ് ഭാഷകളിലേക്കുള്ള വിവർത്തനം :
A large hemispherical brass or copper percussion instrument with a drumhead that can be tuned by adjusting the tension on it.
kettle, kettledrum, timpani, tympani, tympanumഅർത്ഥം : ଏକ ପ୍ରକାରର ରାଜସ୍ଥାନୀ ଜୋତା ଯାହାର ଅଗ୍ର ଭାଗର ଉପର ଆଡ଼କୁ ଉଠିଥାଏ ବା ମୋଡ଼ି ହୋଇଥାଏ
ഉദാഹരണം :
ଶ୍ୟାମ ସାର୍ଟ, ପାଇଜାମା ଏବଂ ପାଦରେ ନାଗରା ଜୋତା ପିନ୍ଧିଥିଲା
പര്യായപദങ്ങൾ : ନାଗରା ଜୋତା
മറ്റ് ഭാഷകളിലേക്കുള്ള വിവർത്തനം :
एक प्रकार का राजस्थानी जूता जिसका अग्र भाग ऊपर की ओर उठा या मुड़ा होता है।
श्याम कुर्ता,पायजामा और पैरों में नागरा पहने हुए था।