അർത്ഥം : ଯେଉଁ ନଳାରେ ମଇଳା ପାଣି ବହେ
ഉദാഹരണം :
ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
പര്യായപദങ്ങൾ : ନାଳ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଳ ବୋହିଯିବାର ସରୁ ମାର୍ଗ ବା ଛୋଟ ନାଳ
ഉദാഹരണം :
ମଇଳା ଭର୍ତ୍ତି ହୋଇଯିବାହେତୁ ନାଳୀର ମୁହଁ ବନ୍ଦ ହୋଇଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
ഉദാഹരണം :
ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
പര്യായപദങ്ങൾ : ନାଳ
മറ്റ് ഭാഷകളിലേക്കുള്ള വിവർത്തനം :