അർത്ഥം : କୌଣସି ପଦାର୍ଥର ରୂପ, ଗୁଣଆଦି ପରିଚୟ କରାଇବାପାଇଁ ତନ୍ମଧ୍ୟରୁ ବାହାର କରାଯାଇଥିବା କିଛି ଅଂଶ
ഉദാഹരണം :
କୃଷକ ଶସ୍ୟର ନମୂନା ସେଠ୍କୁ ଦେଖେଇଲା କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଭାଷାର ଏକ ଉଦାହରଣ ଦେଖନ୍ତୁ
പര്യായപദങ്ങൾ : ଉଦାହରଣ, ସାମ୍ପଲ୍
മറ്റ് ഭാഷകളിലേക്കുള്ള വിവർത്തനം :
A small part of something intended as representative of the whole.
sample