അർത്ഥം : ମୋତି, ମର୍କତମଣି, ମାଣିକ, ଗୋମେଦ, ହୀରା, ପ୍ରବାଳ, ବୈଦୁର୍ଯ୍ୟମଣି, ପୁଷ୍ପରାଗ ଓ ନୀଳା-ଏହି ନଅଟି ରତ୍ନ
ഉദാഹരണം :
ସେ ଗ୍ରହବାଧା ଦୂର କରିବାପାଇଁ ନବରତ୍ନର ମୁଦି ପିନ୍ଧିଛି
പര്യായപദങ്ങൾ : ନ ରତ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନଅଟି ମସଲାରୁ ତିଆରି କରାଯାଉଥିବା ଏକ ପ୍ରକାର ଚଟଣୀ
ഉദാഹരണം :
ନବରତ୍ନ ଖାଇବାକୁ ବଡ଼ ସ୍ୱାଦିଷ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
नौ मसालों के योग से बनी एक चटनी।
नवरत्न चटनी खाने में बड़ी ही स्वादिष्ट होती है।അർത്ഥം : ପ୍ରାଚୀନ କାଳରେ କୌଣସି କୌଣସି ରାଜା ମହାରାଜାଙ୍କ ସଭାରେ ରହୁଥିବା ନଅ ଜଣ ବିଦ୍ୱାନ
ഉദാഹരണം :
ବିକ୍ରମାଦିତ୍ୟଙ୍କ ନବରତ୍ନ ମଧ୍ୟରେ କାଳିଦାସ ଜଣେ ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
A person with special knowledge or ability who performs skillfully.
expert