അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ମାଟିର ବଡ଼କୁଣ୍ଡ
ഉദാഹരണം : ମଇଁଷିଙ୍କ ଲାଗି ନନ୍ଦିଆରେ କୁଳୁଚି ଗୋଳାଇ ଦିଅ
പര്യായപദങ്ങൾ : କୁଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
मिट्टी की बड़ी नाँद।
അർത്ഥം : ମାଟି, ଗୋଡ଼ିଆଦିରେ ତିଆରିହୋଇଥିବା ବଡ଼ପାତ୍ର ଯେଉଁଥିରେ ପଶୁମାନଙ୍କୁ ଖାଦ୍ୟଖାଇବାକୁ ଓ ପାଣିପିଇବାକୁ ଦିଆଯାଏ
ഉദാഹരണം : ରାମୁ ବଳଦମାନଙ୍କପାଇଁ ନନ୍ଦିଆରେ କୁଳୁଚି-ପାଣି ଭର୍ତ୍ତି କରୁଛି
പര്യായപദങ്ങൾ : କୁଣ୍ଡ, ନନ୍ଦ, ନାନ୍ଦ, ନାନ୍ଦିଆ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
मिट्टी, कंकड़ आदि का बना वह बड़ा बरतन जिसमें पशुओं को चारा दिया या पानी पिलाया जाता है।
A container (usually in a barn or stable) from which cattle or horses feed.
അർത്ഥം : ପଶୁଙ୍କୁ ଦାନା ବା ବୋତା ଖୁଆଇବା ବାସନ
ഉദാഹരണം : ଗାଈ ନନ୍ଦିଆରେ ରଖାଯାଇଥିବା ଦାନା ଖାଉଛି
पशुओं को दाना या चारा खिलाने का बरतन।
ഇൻസ്റ്റാൾ ചെയ്യുക