അർത്ഥം : ବୁଣା କାମରେ ଆସୁଥିବା ତନ୍ତୀର ଏକ ଉପକରଣ
ഉദാഹരണം :
ନଟେଇରେ ଲୁଗାର ଲମ୍ବା ପାଖ ସୂତାର ଶେଷଭାଗ ଟଣା ଯାଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଉପକରଣ ଉପରେ ଗୁଡ଼ି ଉଡ଼ାଇବା ସୂତା ଗୁଡ଼ାଯାଏ
ഉദാഹരണം :
ସେ ଗୁଡ଼ିର ସୂତାକୁ ଗୁଡ଼ାଇବାପାଇଁ ଗୋଟିଏ ନଟେଇ କିଣିଲା
അർത്ഥം : ବଡକାଠିରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ତନ୍ତ ସୂତା ଗୁଡ଼ା ହୋଇଥାଏ
ഉദാഹരണം :
ତନ୍ତୀ ନଟେଇରେ ସୂତା ଗୁଡ଼ାଉଛି
മറ്റ് ഭാഷകളിലേക്കുള്ള വിവർത്തനം :