അർത്ഥം : ହାତ ତଥା ଗୋଡ଼ ଆଙ୍ଗୁଳିର ଉପରେ ଥିବା ଧଳା ଅଂଶ ଯାହା ଟାଣ ଏବଂ ଧାରୁଆ
ഉദാഹരണം :
ପ୍ରତିଦିନ ନଖସବୁକୁ ସଫା କରିବା ଉଚିତ୍
മറ്റ് ഭാഷകളിലേക്കുള്ള വിവർത്തനം :
Horny plate covering and protecting part of the dorsal surface of the digits.
nailഅർത്ഥം : ଶାମୁକା ବା ଗେଣ୍ଡା ଜାତୀୟ ଏକ ଜନ୍ତୁର ଉପର ମୁହଁ ଆବରଣ ଢାଙ୍କୁଣିରୁ ତିଆରିହେଉଥିବା ଗୋଟିଏ ପ୍ରକାର ସୁଗନ୍ଧିତ ଦ୍ରବ୍ୟ
ഉദാഹരണം :
ନଖ ନାମକ ଗନ୍ଧଦ୍ରବ୍ୟର ଆକାର ହାତର ନଖ ଭଳି ଚନ୍ଦ୍ରାକାର ବା ଗୋଲାକାର ମଧ୍ୟ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
एक प्रकार का गंधद्रव्य जो सीप अथवा घोंघे की जाति के एक जन्तु विशेष के ऊपरी मुख के आवरण का ढकना होता है।
नख का आकार नाखून की तरह चंद्राकार या कभी गोलाकार भी होता है।