അർത്ഥം : କୌଣସି ଶବ୍ଦ, ବାକ୍ୟ, ଲେଖା ଆଦିକୁ ଦେଖି ସେଗୁଡ଼ିକୁ ଆକ୍ଷରିକଭାବେ ଲେଖିବାର ପ୍ରକ୍ରିୟା
ഉദാഹരണം :
ଶିକ୍ଷକ ଦୁଇଜଣ ପରୀକ୍ଷାର୍ଥୀଙ୍କୁ କପି କଲାବେଳେ ଧରିଲେ
പര്യായപദങ്ങൾ : କପି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାର ହାବଭାବ ଅଥବା କଥାବାର୍ତ୍ତାର ଭଲରେ କରାଯାଉଥିବା ଅନୁକରଣ
ഉദാഹരണം :
ଛୋଟପିଲା ନିଜ ଜେଜେଙ୍କ ଅନୁକରଣ କରୁଛି
പര്യായപദങ്ങൾ : ଅନୁକରଣ
മറ്റ് ഭാഷകളിലേക്കുള്ള വിവർത്തനം :
A representation of a person that is exaggerated for comic effect.
caricature, imitation, impersonationഅർത്ഥം : ଯେଉଁ କାଗଜ ଉପରେ କୌଣସି ଲେଖା ବା ବିବରଣ ଉତୁରା ଯାଇଥାଏ
ഉദാഹരണം :
ବୋର୍ଡ଼ ପରୀକ୍ଷାରେ ନକଲ କରିବାପାଇଁ ପିଲାମାନେ କପି ତିଆରି କରୁଛନ୍ତି
പര്യായപദങ്ങൾ : କପି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦେଖାଦେଖିରେ କରାଯାଉଥିବା କାର୍ଯ୍ୟ
ഉദാഹരണം :
ଭଲ ଲୋକଙ୍କ ଅନୁକରଣ କରିବା ଉଚିତ୍
പര്യായപദങ്ങൾ : ଅନୁକରଣ, ଅନୁଗମନ, ଅନୁସରଣ
മറ്റ് ഭാഷകളിലേക്കുള്ള വിവർത്തനം :
The act of imitating the behavior of some situation or some process by means of something suitably analogous (especially for the purpose of study or personnel training).
simulation