പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଧ୍ୱଂସ എന്ന വാക്കിന്റെ അർത്ഥവും ഉദാഹരണവും.

ଧ୍ୱଂସ   ବିଶେଷ୍ୟ

അർത്ഥം : କୌଣସି ଜିନିଷକୁ ନଷ୍ଟ କରିବା ନିମନ୍ତେ ତାକୁ ଭାଙ୍ଗିବା କାମ

ഉദാഹരണം : ମଜଦୁରମାନେ ନିଜ ଦାବି ହାସଲ କରିବାପାଇଁ ଭଙ୍ଗାରୁଜା ନୀତି ଆପଣେଇଛନ୍ତିମଜଦୁରମାନେ ନିଜ ଦାବି ହାସଲପାଇଁ ମିଲରେ ଭଙ୍ଗାରୁଜା କଲେ

പര്യായപദങ്ങൾ : ଭଙ୍ଗାରୁଜା


മറ്റ് ഭാഷകളിലേക്കുള്ള വിവർത്തനം :

राष्ट्र, शासन, अर्थव्यवस्था, किसी वस्तु आदि को गम्भीर क्षति पहुँचाने या नष्ट करने का कार्य।

मज़दूरों ने अपनी माँग मनवाने के लिए तोड़-फोड़ की नीति अपनाई।
अभिध्वंस, अवदारण, टोरना, तोड़ फोड़, तोड़-फोड़, तोड़ना, तोड़ना फोड़ना, तोड़ना-फोड़ना, तोड़फोड़, तोरना, ध्वंस, ध्वंसन, ध्वन्स, ध्वन्सन, फोड़ना, भंग, भङ्ग

A deliberate act of destruction or disruption in which equipment is damaged.

sabotage

അർത്ഥം : କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି

ഉദാഹരണം : ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ

പര്യായപദങ്ങൾ : ଅନ୍ତ, ଅବଧ୍ୱଂସ, ନାଶ, ବିଧ୍ୱଂସ, ବିନାଶ, ବିଲୋପ, ଲୋପ, ସଂହାର


മറ്റ് ഭാഷകളിലേക്കുള്ള വിവർത്തനം :

An event (or the result of an event) that completely destroys something.

demolition, destruction, wipeout

അർത്ഥം : ପ୍ରାଣରୁ ମାରିବା ପ୍ରକ୍ରିୟା

ഉദാഹരണം : ଦୁଷ୍ଟମାନଙ୍କୁ ସଂହାର କରିବା ନିମନ୍ତେ ଇଶ୍ୱର ଅବତାର ଗ୍ରହଣ କରନ୍ତି

പര്യായപദങ്ങൾ : ବଧ, ବିନାଶ, ସଂହାର


മറ്റ് ഭാഷകളിലേക്കുള്ള വിവർത്തനം :

जान से मारने की क्रिया।

दुष्टों का संहार करने के लिए ईश्वर अवतरित होते हैं।
संहार

The act of terminating a life.

kill, killing, putting to death

ଧ୍ୱଂସ   ବିଶେଷଣ

അർത്ഥം : ଯାହା ନଷ୍ଟ ହୋଇଯାଇଛି

ഉദാഹരണം : ଭୂମିକମ୍ପରେ ତାହାର ସବୁକିଛି ଉଚ୍ଛନ୍ନ ହୋଇଗଲା ଆଜିର କିଛି ନେତା ଦେଶକୁ ଉଚ୍ଛନ୍ନ କରିଦେଉଛନ୍ତି

പര്യായപദങ്ങൾ : ଉଚ୍ଛନ୍ନ


മറ്റ് ഭാഷകളിലേക്കുള്ള വിവർത്തനം :

Destroyed physically or morally.

destroyed, ruined