അർത്ഥം : ଅଲୌକିକ ସତ୍ତାର ଲଗାତାର କିଛି ସମୟ ପର୍ଯ୍ୟନ୍ତ ହେଉଥିବା ଗମ୍ଭୀର ମନନ କିମ୍ବା ଚିନ୍ତନ ଯାହା ଯୋଗର ସପ୍ତମ କିମ୍ବା ସମାଧିର ପୂର୍ବ ଅଙ୍ଗ ଭାବରେ ଗ୍ରହଣ କରାଯାଏ
ഉദാഹരണം :
ସାଧୁ ଧ୍ୟାନଯୋଗରେ ମଗ୍ନ
പര്യായപദങ്ങൾ : ଧ୍ୟାନ ଯୋଗ
മറ്റ് ഭാഷകളിലേക്കുള്ള വിവർത്തനം :
Continuous and profound contemplation or musing on a subject or series of subjects of a deep or abstruse nature.
The habit of meditation is the basis for all real knowledge.അർത്ഥം : କାହାରିକୁ ଉପେକ୍ଷା ନ କରିବା ଭାବ
ഉദാഹരണം :
ସେ ବଡ଼ମାନଙ୍କ କଥାରେ ଧ୍ୟାନ ନ ଦେଇ ନିଜର ଇଚ୍ଛା ଅନୁସାରେ କାମ କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
Paying particular notice (as to children or helpless people).
His attentiveness to her wishes.