അർത്ഥം : ଏଭଳି ପରମ୍ପରା ଯେଉଁଥିରେ ଏକ ପ୍ରକାର ବସ୍ତୁ,ବ୍ୟକ୍ତି ବା ଜୀବ ଜଣେ ଅନ୍ୟ ଜଣଙ୍କ ପଛରେ ସିଧାରେ ରହେ
ഉദാഹരണം :
ସଉଦା ଦୋକାନରେ ଲୋକେ ଧାଡ଼ିରେ ଛିଡ଼ାହୋଇଥାନ୍ତି ଲୋକେ ଧାଡ଼ିରେ ବସି ଖାଉଛନ୍ତି
പര്യായപദങ്ങൾ : ଶୃଙ୍ଖଳା, ଶ୍ରେଣୀ
മറ്റ് ഭാഷകളിലേക്കുള്ള വിവർത്തനം :
ऐसी परम्परा जिसमें एक ही प्रकार की वस्तुएँ, व्यक्ति या जीव एक दूसरे के बाद एक सीध में हों।
राशन की दुकान पर लोगों की पंक्ति लगी हुई थी।അർത്ഥം : ବହୁ ପରିବାର ରହିବାପାଇଁ ଏକ ଧାଡ଼ିରେ ଲଗାଲଗି ହୋଇ ତିଆରି କରାଯାଇଥିବା ଅନେକ ଘର
ഉദാഹരണം :
ବମ୍ବେରେ ଜାଗା କମ୍ କାରଣରୁ ଲୋକେ ଧାଡ଼ିରେ ରହନ୍ତି
പര്യായപദങ്ങൾ : ଲାଇନ
മറ്റ് ഭാഷകളിലേക്കുള്ള വിവർത്തനം :
अनेक परिवारों के रहने के लिए बनाई गई आपस में सटी हुई मकानों की कतारें।
मुम्बई में जगह की कमी के कारण लोग चालों में रहते हैं।അർത്ഥം : ଏକସ୍ଥାନରେ ବା ମଝିରେ ଏଣେତେଣେ ହୋଇ କିଛି ଦୂର ପର୍ଯ୍ୟନ୍ତ ଯାଇଥିବା କମ ଚଉଡ଼ା ଓ ଲମ୍ବା ବସ୍ତୁ ବା ଭୂଭାଗ
ഉദാഹരണം :
ରାସ୍ତାର ଦୁଇପାର୍ଶ୍ୱରେ ଦୋକାନର ଲମ୍ବା ଧାଡ଼ି ରହିଛି
പര്യായപദങ്ങൾ : ପଟି
മറ്റ് ഭാഷകളിലേക്കുള്ള വിവർത്തനം :
एक ही में अथवा बीच में कुछ इधर-उधर होते हुए कुछ दूर तक जाने वाली कोई कम चौड़ी और लंबी वस्तु या भू-भाग।
सड़क के दोनो ओर दुकानों की लम्बी पट्टी है।അർത്ഥം : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
ഉദാഹരണം :
ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଷ୍ଠା ବା କୌଣସି ବସ୍ତୁର ପର୍ଦ୍ଦାଆଦି ଉପରେ ସିଧାରେ ଲେଖାହୋଇଥିବା ଲେଖା
ഉദാഹരണം :
ଉଦାହରଣ ନିମନ୍ତେ ଆପଣ ପଞ୍ଚମ ପଂକ୍ତି ଦେଖନ୍ତୁ
മറ്റ് ഭാഷകളിലേക്കുള്ള വിവർത്തനം :
Text consisting of a row of words written across a page or computer screen.
The letter consisted of three short lines.